ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମର ଗୌହାଟିରେ ଥିବା ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ୍ ଭବନ ଉଦଘାଟନର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 DEC 2025 11:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀରେ ଥିବା ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ୍ ଭବନର ଝଲକ ସେୟାର କରିଛନ୍ତି। ଏହା ଆସାମର ସଂଯୋଗତା, ଆର୍ଥିକ ବିସ୍ତାର ଏବଂ ବିଶ୍ୱସହ ଯୋଗାଯୋଗରେ ଏକ ପରିବର୍ତ୍ତନଶୀଳ ମାଇଲଖୁଣ୍ଟକୁ ପ୍ରତିଫଳିତ କରେ।

 

‘ଏକ୍ସ’ରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି-

 

ଗୌହାଟୀରେ ଆଜି ଯେଉଁ ବିମାନବନ୍ଦର ଟର୍ମିନାଲ୍ ଭବନର ଉଦ୍‌ଘାଟନ ହୋଇଛି, ସେଠାରେ ପଦାର୍ପଣ କରିବାମାତ୍ରେ ଏହା ସ୍ପଷ୍ଟ ହୋଇଯାଏ ଯେ ବିକାଶ ବି ଏବଂ ଐତିହ୍ୟ ବିମନ୍ତ୍ରଟି କେତେ ଗୁରୁତ୍ୱପୂର୍ଣ୍ଣ।

 

*****

MT


(ରିଲିଜ ଆଡି: 2237133) ପରିଦର୍ଶକ କାଉଣ୍ଟର : 2