ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଅଭିବୃଦ୍ଧି ଯାତ୍ରାକୁ ଆଗକୁ ବଢାଇବା ପାଇଁ ଐତିହାସିକ ସଂସ୍କାର ଉପରେ ଏକ LinkedIn ପୋଷ୍ଟ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 DEC 2025 4:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୫ ମସିହାରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାରଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଭାରତକୁ ଦ୍ରୁତ ଅଭିବୃଦ୍ଧି ଏବଂ ବିକାଶ ପଥରେ ନିଶ୍ଚିତ ଭାବରେ ସ୍ଥାପିତ କରିଛି।

 

ଭାରତ ସଂସ୍କାର ଏକ୍ସପ୍ରେସରେ ଯାତ୍ରା କରୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି:

ଭାରତ ସଂସ୍କାର ଏକ୍ସପ୍ରେସରେ ଯାତ୍ରା କରୁଛି!

୨୦୨୫ ମସିହାରେ ବିଭିନ୍ନ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଦେଖାଯାଇଛି ଯାହା ଆମର ଅଭିବୃଦ୍ଧି ଯାତ୍ରାକୁ ଗତିଶୀଳ କରିଛି। ଏହା ଏକ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଆମର ପ୍ରୟାସକୁ ମଧ୍ୟ ମଜଭୁତ କରିବ।

 

 

*****

MT

 


(रिलीज़ आईडी: 2237122) आगंतुक पटल : 44
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam