ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଇସିନା ବାର୍ତ୍ତାଳାପ ୨୦୨୬ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 MAR 2026 8:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଇସିନା ବାର୍ତ୍ତାଳାପ ୨୦୨୬ରେ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ 'ଏକ୍ସ ’ ରେ ଲେଖିଛନ୍ତି;

"ରାଇସିନା ବର୍ତ୍ତାଳାପ ୨୦୨୬ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲି। ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବଙ୍କ ଅନ୍ତର୍ଦୃଷ୍ଟିସମ୍ପନ୍ନ ଅଭିଭାଷଣ ଶୁଣିଲି, ଯେଉଁଥିରେ ସେ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ।

@alexstubb”

HS


(रिलीज़ आईडी: 2236986) आगंतुक पटल : 49
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Kannada , Malayalam