ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ର ସଫଳ ସମାପନ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2026 7:49PM by PIB Bhubaneshwar

ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ର ସଫଳ ସମାପନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ଚମତ୍କାର ଲେଖାକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଏହାର ସଭ୍ୟତାଗତ ପ୍ରବୃତ୍ତିରୁ ପ୍ରେରଣା ପାଇଥିଲା।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହାର ନିଜସ୍ୱ ସାଂଗଠନିକ ବିଚାର ଉପସ୍ଥାପନ କରୁଛି: ତଥ୍ୟ ଉପରେ ସାର୍ବଭୌମତ୍ୱ, ଡିଜାଇନ୍ ଦ୍ୱାରା ଅନ୍ତର୍ଭୂକ୍ତ ଏବଂ ପୂର୍ବନିର୍ଦ୍ଧାରିତ ଭାବରେ ଉତ୍ତରଦାୟିତ୍ୱ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ସେୟାର କରିଛି:

"ଏହି ଚମତ୍କାର ଲେଖାରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ର ସଫଳ ସମାପନ ବିଷୟରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଏହାର ସଭ୍ୟତାଗତ ପ୍ରବୃତ୍ତିରୁ ପ୍ରେରଣା ପାଇଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହାର ନିଜସ୍ୱ ସାଂଗଠନିକ ବିଚାର ଉପସ୍ଥାପନ କରୁଛି: ତଥ୍ୟ ଉପରେ ସାର୍ବଭୌମତ୍ୱ, ଡିଜାଇନ୍ ଦ୍ୱାରା ଅନ୍ତର୍ଭୂକ୍ତ ଏବଂ ପୂର୍ବନିର୍ଦ୍ଧାରିତ ଭାବରେ ଉତ୍ତରଦାୟିତ୍ୱ ।’’

HS


(ରିଲିଜ ଆଡି: 2232718) ପରିଦର୍ଶକ କାଉଣ୍ଟର : 17