ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚେକ୍ ଗଣରାଜ୍ୟର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଡ୍ରେଜ୍ ବାବିଶଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
09 DEC 2025 10:31PM by PIB Bhubaneshwar
ଚେକ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପରେ, ମହାମହିମ ଆଣ୍ଡ୍ରେଜ୍ ବାବିଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।
ଶ୍ରୀ ମୋଦି X ରେ ଏକ ପୋଷ୍ଟରେ କହିଛନ୍ତି:
“ଚେକ୍ ରିପବ୍ଲିକ୍ର ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ ନିଯୁକ୍ତି ପାଇଁ ମହାମହିମ ଆନ୍ଦ୍ରେଜ୍ ବାବିଶ୍ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ଏବଂ ଚେକ୍ ଗଣରାଜ୍ୟ ମଧ୍ୟରେ ସହଯୋଗ ଏବଂ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି।"
@AndrejBabis”
sws
(ରିଲିଜ ଆଡି: 2223565)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam