ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଗରିକକୈନ୍ଦ୍ରିକ ଶାସନ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 JAN 2026 5:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣତନ୍ତ୍ର ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।
ଏହି ନିବନ୍ଧରେ ବିସ୍ତୃତ ଭାବେ କୁହାଯାଇଛି ଯେ, ନାଗରିକମାନେ ଆଜି ଶାସନର କେନ୍ଦ୍ରରେ ରହିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏହି ଗଣରାଜ୍ୟ ସାମାଜିକ ନ୍ୟାୟକୁ ଆଗକୁ ବଢ଼ାଉଛି ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସକ୍ଷମ କରୁଛି, ଏବଂ ଏହି ପ୍ରୟାସଗୁଡ଼ିକ ମିଳିତ ଭାବେ ଏକ କଲ୍ୟାଣ-ଭିତ୍ତିକ ଗଣତାନ୍ତ୍ରିକ ଗଣରାଜ୍ୟର ସାମ୍ବିଧାନିକ ଦୃଷ୍ଟିକୋଣକୁ ବଜାୟ ରଖିଛି।
ଉପରୋକ୍ତ ନିବନ୍ଧ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି ;
"ଗଣତନ୍ତ୍ର ଦିବସରେ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଯେ, ନାଗରିକମାନେ ଆଜି ଶାସନର କେନ୍ଦ୍ରରେ ଅଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଗଣତନ୍ତ୍ର ସାମାଜିକ ନ୍ୟାୟକୁ ଆଗକୁ ବଢ଼ାଉଛି ଏବଂ ଅର୍ଥନୈତିକ ଅନ୍ତର୍ଭୂକ୍ତିକରଣକୁ ସକ୍ଷମ କରୁଛି। ମିଳିତ ଭାବେ, ଏହି ପ୍ରୟାସଗୁଡ଼ିକ ଏକ କଲ୍ୟାଣ-ଭିତ୍ତିକ ଗଣତାନ୍ତ୍ରିକ ଗଣରାଜ୍ୟର ସାମ୍ବିଧାନିକ ଦୃଷ୍ଟିକୋଣକୁ ବଜାୟ ରଖିଛି ।’’
HS
(रिलीज़ आईडी: 2218971)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam