ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗଠନମୂଳକ ଏବଂ ପ୍ରମାଣ ଆଧାରିତ ବିତର୍କର ଗୁରୁତ୍ୱ ଉପରେ ଆଲୋକପାତ କରୁଥିବା ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
08 JAN 2026 2:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ନିବନ୍ଧ ସେୟାର କରିଛନ୍ତି।
ନିବନ୍ଧଟି ଏହି ମତକୁ ପ୍ରତିଫଳିତ କରେ ଯେ ଭାରତ ଦୃଢ଼, ପ୍ରମାଣ ଆଧାରିତ ସମାଲୋଚନାକୁ ସ୍ୱାଗତ କରେ ଯାହା ନୀତିକୁ ମଜବୁତ କରେ ଏବଂ ସଂସ୍କାରକୁ ସୁରକ୍ଷା ଦିଏ । ଏହା ଗୁରୁତ୍ୱାରୋପ କରେ ଯେ ଭାରତର ଗଣତାନ୍ତ୍ରିକ ପ୍ରଗତିରେ ହୀନମନ୍ୟତାର କୌଣସି ସ୍ଥାନ ନାହିଁ ଏବଂ ଗଠନମୂଳକ ବିତର୍କର ମୂଲ୍ୟ ଉପରେ ଆଲୋକପାତ କରେ, ଯାହା ନୂତନ ବର୍ଷରେ ଏକ ଆଶୀର୍ବାଦ ପ୍ରମାଣିତ ହୋଇପାରେ ।
‘ଏକ୍ସ’ରେ ଲେଖାଟିକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଲେ;
ଭାରତ ଦୃଢ଼, ପ୍ରମାଣ ଆଧାରିତ ସମାଲୋଚନାକୁ ସ୍ୱାଗତ କରେ ଯାହା ନୀତିକୁ ମଜବୁତ କରେ ଏବଂ ସଂସ୍କାରକୁ ସୁରକ୍ଷା ଦିଏ। ଆମର ଗଣତାନ୍ତ୍ରିକ ପ୍ରଗତିରେ ନିନ୍ଦାର କୌଣସି ସ୍ଥାନାହିଁ! କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଲିଖିତ ଏହି ପବନ୍ଧ ଗଠନମୂଳକ ବିତର୍କକୁ ପ୍ରତିଫଳିତ କରୁଛି, ଯାହା ଏହି ନୂଆ ବର୍ଷ ପାଇଁ ଏକ ଆଶୀର୍ବାଦ ପ୍ରମାଣିତ ହୋଇପାରେ।
ଏହାକୁ ପଢ଼ନ୍ତୁ! "
HS
(रिलीज़ आईडी: 2212794)
आगंतुक पटल : 32
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam