ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ସ୍ଥାୟୀ ସାଂସ୍କୃତିକ ଚେତନା ଉପରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 08 JAN 2026 2:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ଏକ ନିବନ୍ଧ ସେୟାର କରିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ, ସୋମନାଥ ମନ୍ଦିର ଭାରତର ଚିରନ୍ତନ ସାଂସ୍କୃତିକ ଚେତନାର ପ୍ରତୀକ। ଏଥିରେ ଦର୍ଶାଯାଇଛି ଯେ ଗତ ୧୧ ବର୍ଷ ମଧ୍ୟରେ ସୋମନାଥରୁ ରାମ ଜନ୍ମଭୂମି ପର୍ଯ୍ୟନ୍ତ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳିଛି, ତାହା ଦର୍ଶାଉଛି ଯେ ଭାରତ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ଭାବେ ଉଭା ହୋଇଛି, ଯାହା ନିଜର ସାଂସ୍କୃତିକ ପରିଚୟକୁ ନେଇ ଗର୍ବ ଅନୁଭବ କରୁଛି।

‘ଏକ୍ସ’ ରେ ଲେଖାଟିକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ;

"ସୋମନାଥ ମନ୍ଦିର ଭାରତର ଅନନ୍ତ ସାଂସ୍କୃତିକ ଚେତନାର ପ୍ରତୀକ। ଗତ ୧୧ ବର୍ଷ ମଧ୍ୟରେ ସୋମନାଥରୁ ରାମ ଜନ୍ମଭୂମି ପର୍ଯ୍ୟନ୍ତ ପରିବର୍ତ୍ତନ ପ୍ରମାଣ କରେ ଯେ ଭାରତ ଏହାର ସାଂସ୍କୃତିକ ପରିଚୟ ଉପରେ ଗର୍ବିତ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ପାଲଟିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ଏ ବିଷୟରେ ତାଙ୍କର ମତ ବିସ୍ତୃତ ଭାବରେ ପ୍ରକାଶ କରିଛନ୍ତି..."

HS


(रिलीज़ आईडी: 2212793) आगंतुक पटल : 41
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam