ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଧାରଣ ଜୀବନରେ ଉତ୍ତମ ବକ୍ତବ୍ୟର ଶକ୍ତି ଉପରେ 'ସୁଭାଷିତମ୍’ ଜରିଆରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 JAN 2026 8:44AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସୁଭାଷିତମ୍ ଜରିଆରେ ସାଧାରଣ ଜୀବନରେ ଉତ୍ତମ ବକ୍ତବ୍ୟର ଶକ୍ତିକୁ ରେଖାଙ୍କିତ କରିଛନ୍ତି।
ଶ୍ରୀ ମୋଦୀ ‘ଏକ୍ସ’ରେ ଏକ ସଂସ୍କୃତ ପଦ ସେୟାର କରିଛନ୍ତି:
‘‘ପ୍ରିୟବାକ୍ୟେ ପ୍ରଦାନେନ ସର୍ବୋ ତୁଷ୍ୟାନ୍ତି ଜନ୍ତବଃ ।
ତସ୍ୟାତ୍ ତଦେବ ବକ୍ତବ୍ୟଂ ବଚନେ କା ଦରିଦ୍ରତା । ’’
HS
(ରିଲିଜ ଆଡି: 2211980)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam