ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ନୀରଜ ଚୋପ୍ରା
प्रविष्टि तिथि:
23 DEC 2025 3:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୀରଜ ଚୋପ୍ରା ଏବଂ ତାଙ୍କ ପତ୍ନୀ ହିମାନି ମୋର ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଭେଟିଛନ୍ତି। "କ୍ରୀଡା ସମେତ ବିଭିନ୍ନ ପ୍ରସଙ୍ଗରେ ଆମର ଏକ ଭଲ ଆଲୋଚନା ହୋଇଥିଲା!", ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ଆଜି ସକାଳେ ନୀରଜ ଚୋପ୍ରା ଏବଂ ତାଙ୍କ ପତ୍ନୀ ହିମାନି ମୋରଙ୍କୁ ୭, ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲୁ। କ୍ରୀଡ଼ା ସମେତ ବିଭିନ୍ନ ପ୍ରସଙ୍ଗରେ ଆମର ଏକ ଭଲ ଆଲୋଚନା ହୋଇଥିଲା!”
HS
(रिलीज़ आईडी: 2208328)
आगंतुक पटल : 57
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Bengali-TR
,
Gujarati
,
Tamil
,
Telugu
,
Kannada
,
Malayalam