ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜ୍ଞାନ, ସଂଯମ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନକୁ ଏକ ସଂସ୍କୃତ ଶ୍ଲୋକ ଜରିଆରେ ଜାତୀୟ ଶକ୍ତିର ସ୍ତମ୍ଭ ଭାବେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 11 DEC 2025 10:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସ୍ୱାର୍ଥର ସୁରକ୍ଷା ତଥା ଭାରତର ଦୀର୍ଘକାଳୀନ ସୁରକ୍ଷା ଏବଂ ବିକାଶ ଲକ୍ଷ୍ୟକୁ ଆଗକୁ ନେବାରେ ରଣନୈତିକ ଜ୍ଞାନ, ସଂଯମତା ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସ୍ଥାୟୀ ମୂଲ୍ୟ ଉପରେ ଆଲୋକପାତ କରିଛନ୍ତି

ପ୍ରଧାନମନ୍ତ୍ରୀଏକ୍ସ’ରେ ଏକ ସଂସ୍କୃତ ଉକ୍ତି ଉଲ୍ଲେଖ କରି ଲେଖିଛନ୍ତି:

“ସୁଦୁର୍ବଲଂ ନାବଜାନାତି କାଞ୍ଚିଦ୍‍ ଯୁକ୍ତୋ ରିପୁଂ ସେବତେ ବୁଦ୍ଧିପୂର୍ବମ ।

ନ ବିଗ୍ରହଂ ରୋଚୟତେ ବାଲାସ୍ଥୈଃ କାଲେ ଚ ୟୋ ବିକ୍ରମତେ ସ ଧିର :। ”

HS


(रिलीज़ आईडी: 2202359) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Bengali-TR , Punjabi , Gujarati , Tamil , Telugu , Kannada , Malayalam