ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କବାଡ଼ି ବିଶ୍ୱକପ୍-୨୦୨୫ର ବିଜେତା ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 24 NOV 2025 8:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବାଡ଼ି ବିଶ୍ୱକପ୍ - ୨୦୨୫ରେ ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ ମହିଳା କବାଡ଼ି ଟିମକୁ ଅଭିନନ୍ଦନ ଜଣାଇଛନ୍ତି

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:

“କବାଡ଼ି ବିଶ୍ୱକପ୍ - ୨୦୨୫ରେ ବିଜୟୀ ହୋଇ ଦେଶକୁ ଗୌରବାନ୍ୱିତ କରିଥିବାରୁ ଭାରତୀୟ ମହିଳା କବାଡ଼ି ଟିମକୁ ହାର୍ଦ୍ଦିକ ଅଭିନନ୍ଦନ! ଖେଳାଳିମାନେ ଅଭୂତପୂର୍ବ ଉତ୍ସାହ, କୌଶଳ ଏବଂ ସମର୍ପଣ ଭାବନାର ପ୍ରଦର୍ଶନ କରିଛନ୍ତି ସେମାନଙ୍କର ଏହି ବିଜୟ ଅଗଣିତ ଯୁବାଙ୍କୁ କବାଡ଼ିକୁ ଆପଣାଇବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବାକୁ ପ୍ରେରିତ କରିବ ।”

SR


(ରିଲିଜ ଆଡି: 2194054) ପରିଦର୍ଶକ କାଉଣ୍ଟର : 19