ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୦ ହଜାର ରେସ ଇଭେଂଟରେ ବ୍ରୋଞ୍ଜ ପଦକ ବିଜେତା ଗୁଲଭୀର ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2023 8:16PM by PIB Bhubaneswar

ଚୀନ ହାଙ୍ଗହଉରେ ଅନୁଷ୍ଠିତ ୧୦ ହଜାର ରେସ ଇଭେଂଟର ବ୍ରୋଞ୍ଜ ପଦକ ବିଜେତା ଗୁଲଭୀର ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଏସିଆନ ଗେମ୍ସରେ ୧୦ ହଜାର ରେସ ଇଭେଂଟରେ ବ୍ରୋଞ୍ଜ ପଦକ ବିଜେତା ଗୁଲଭୀର ସିଂହ ଜଣେ ଅନନ୍ୟ ଆଥଲେଟ । ଭବିଷ୍ୟତ ଲାଗି ତାଙ୍କୁ ଅନେକ ଅନେକ ଶୁଭକାମନା । ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢିକୁ ନିଶ୍ଚିତ ପ୍ରେରିତ କରିବ ।

PBD


(ରିଲିଜ ଆଡି: 2187720) ପରିଦର୍ଶକ କାଉଣ୍ଟର : 21