ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନ୍ କି ବାତ୍ର ୧୨୭ତମ ଅଧ୍ୟାୟର କିଛି ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
26 OCT 2025 8:19PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ର ୧୨୭ତମ ଅଧ୍ୟାୟର କିଛି ଝଲକ ଶେୟାର କରିଛନ୍ତି ।
ଏକ୍ସରେ ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଛଟ ମହାପର୍ବ ହେଉଛି ଆମ ସଂସ୍କୃତି, ପ୍ରକୃତି ଏବଂ ସାମାଜିକ ଏକତାର ପ୍ରତିଫଳନ । ମୁଁ ଆପଣାନଙ୍କୁ ଅନୁରୋଧ କରୁଛି, ଆପଣ ଦେଶ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଥାଆନ୍ତୁ, ସୁଯୋଗ ମିଳିଲେ ଛଟ ମହୋତ୍ସବରେ ଅଂଶଗ୍ରହଣ କରନ୍ତୁ ଏବଂ ଏହାର ଅଭିଜ୍ଞତାକୁ ଉପଭୋଗ କରନ୍ତୁ ।
#MannKiBaat”
“ଛତିଶଗଡର ଅମ୍ବିକାପୁରରେ ପ୍ଲାଷ୍ଟିକ ଅଳିଆ ସଫା କରିବାର ଅନନ୍ୟ ପଦକ୍ଷେପ ହେଉ କିମ୍ବା ବେଙ୍ଗାଲୁରୁରେ କୂଅ କିମ୍ବା ହ୍ରଦଗୁଡିକୁ ନୂତନ ଜୀବନ ଦେବାର ଅଭିଯାନ, ଏଗୁଡିକ ଏହି ସତ୍ୟର ପ୍ରେରଣାଦାୟକ ଉଦାହରଣ ଯେ, ଯଦି ଜଣେ ଦୃଢ଼ ନିଷ୍ପତ୍ତି ନିଏ, ତେବେ କୌଣସି ପରିବର୍ତ୍ତନ କଷ୍ଟକର ନୁହେଁ ।
#MannKiBaat”
“ ‘ବନ୍ଦେ ମାତରମ୍’ ରେ ଥିବା ସୁନ୍ଦର ଭାବନା, ଆମକୁ ଭାରତ ମାତାର ସନ୍ତାନ ଭାବରେ ଆମର ଦାୟିତ୍ୱ ମନେ ପକାଇ ଦିଏ । ନଭେମ୍ବର ୭ରେ ଆମେ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଉତ୍ସବ ପାଳନ କରିବା ଏବଂ ଏଥିପାଇଁ ଦେଶବାସୀଙ୍କୁ ମୋର ଏହି ବିଶେଷ ଅନୁରୋଧ ...
#VandeMatram150
#MannKiBaat”
“ଆଜି ଆମ ସଂସ୍କୃତି ଏବଂ ସୋସିଆଲ ମିଡିଆ ଜଗତରୁ ସଂସ୍କୃତକୁ ନୂତନ ଜୀବନ ମିଳିବା ଅତ୍ୟନ୍ତ ଉତ୍ସାହଜନକ । ଏହି ଦିଗରେ ଆମର ଅନେକ ଯୁବ ସହକର୍ମୀଙ୍କ ଦ୍ୱାରା କରାଯାଉଥିବା ଉତ୍ସାହଜନକ ପ୍ରୟାସ ବେଶ୍ ପ୍ରେରଣାଦାୟକ ।
#MannKiBaat”
“ଭାରତୀୟ କୁକୁରର ପ୍ରଜାତିକୁ ଉତ୍ସାହିତ କରିବା, ସେମାନଙ୍କ ତାଲିମ ଉପରେ ଧ୍ୟାନ ଦେବା ଏବଂ ପ୍ରମୁଖ କାର୍ଯ୍ୟରେ ସେମାନଙ୍କୁ ସାମିଲ କରିବା ପାଇଁ ବିଏସ୍ଏଫ୍ ଏବଂ ସିଆର୍ପିଏଫର ପ୍ରୟାସକୁ ପ୍ରଶଂସା ।
@BSF_India
@crpfindia
#MannKiBaat”
“ଆସନ୍ତା ଅକ୍ଟୋବର ୩୧ ତାରିଖ ସ୍ୱତନ୍ତ୍ର ହେବ, କାରଣ ଆମେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିବୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବିଶେଷକରି ଯୁବ ବନ୍ଧୁମାନଙ୍କୁ ସମଗ୍ର ଭାରତରେ ‘ରନ ଫର ୟୁନିଟି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରୁଛି ।
#MannKiBaat”
“କୋରାପୁଟର କଫି ବହୁତ ସ୍ୱାଦିଷ୍ଟ । ଏହା ଓଡ଼ିଶାର ଗର୍ବ ।
#MannKiBaat”
“ଭାରତର କଫି ସର୍ବୋତ୍ତମ କଫି ।
ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ସମଗ୍ର ବିଶ୍ୱ ଏହାକୁ ଭଲ ପାଏ!
#MannKiBaat”
“କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ। ଏହା ଓଡ଼ିଶାର ଗୌରବ।
#MannKiBaat”
“ಬೆಂಗಳೂರಿನಲ್ಲಿ ಸುಸ್ಥಿರ ಜೀವನವನ್ನು ಮತ್ತಷ್ಟು ಹೆಚ್ಚಿಸುವ ಶ್ಲಾಘನೀಯ ಪ್ರಯತ್ನದ ಪ್ರಮುಖಾಂಶಗಳು.
#MannKiBaat”
“छठ महापर्व संस्कृति, प्रकृति आरो सामाजिक एकता केरो प्रतिबिंब छेकै। हमरो आग्रह छै कि तोहं देश- दुनिया म कहीं भी रहो, मौका मिलैय त छठ के उत्सव म शामिल होय क एकरो अनूठा अनुभव के आनंद जरूर ल।
#MannKiBaat”
“छठ महापर्व संस्कृति , प्रकृति आऊर सामाजिक एकता के प्रतिबिम्ब बा । हमर आग्रह बा कि रऊआ लोगन देश-दुनिया में कहीं भी रही आ जब भी मौक़ा मिले त छठ के उत्सव में शामिल होके एकर अनूठा अनुभव के आनंद ज़रूर ली।
#MannKiBaat”
“छठि महापर्व संस्कृति, प्रकृति ओ सामाजिक एकताक प्रतिबिंब थिक। हमर आग्रह अछि जे अपने देश-दुनिया मे कतहु होइ, अवसर भेटय तऽ छठिक उत्सव मे सम्मिलित भऽकऽ एकर अनुपम अनुभवक आनंद अवश्य ली।
#MannKiBaat”
ଥାଇଲାଣ୍ଡର ରାଜମାତା, ମହାମହିମ ରାଣୀ ସିରୀକିତଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ଜନସେବା ପ୍ରତି ତାଙ୍କର ଜୀବନ ବ୍ୟାପୀ ଉତ୍ସର୍ଗ ପିଢ଼ିକୁ ପ୍ରେରଣା ଯୋଗାଇବ । ଏହି ଦୁଃଖ ସମୟରେ ରାଜା, ରାଜ ପରିବାରର ସଦସ୍ୟ ଏବଂ ଥାଇଲାଣ୍ଡର ଜନସାଧାରଣଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ।”
“एषः अतीव मोदावहः यत् अस्माकं संस्कृतेः माध्यमेन सामाजिकसञ्जालपटलानां च माध्यमेन संस्कृतं साम्प्रतं किञ्चन नवं प्राणवायुं प्राप्नोति। एतस्यां दिशि अस्माकं युवानः यथाविधान् रोचकप्रयासान् समाचरन्ति, तेषां प्रयासाः अतीव प्रेरणाप्रदायकाः सन्ति।
#MannKiBaat”
ସାହସୀ କୋମାରାମ ଭୀମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉପନିବେଶବାଦୀ ଶାସକ ଏବଂ ଅତ୍ୟାଚାରୀ ନିଜାମଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ତାଙ୍କର ସ୍ମାରକୀ ପ୍ରୟାସକୁ ସ୍ମରଣ କରିଥିଲେ ।
#MannKiBaat”
“సాహసవీరుడైన కొమరం భీమ్కు నివాళులర్పించి, వలస పాలకులకు, నిరంకుశుడైన నిజాంకు వ్యతిరేకంగా ఆయన చేసిన పోరాటాన్ని స్మరించుకున్నాను.
#MannKiBaat”
“୧୫ ନଭେମ୍ବରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଏହି ଦିନକୁ ଆମେ ଆଦିବାସୀ ଗୌରବ ଦିବସ ଭାବରେ ପାଳନ କରିଥାଉ । ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ତାଙ୍କର ସଂଘର୍ଷ ଏବଂ ସାହସ ପ୍ରତ୍ୟେକ ପିଢ଼ିକୁ ପ୍ରେରିତ କରୁଥିବ ।
SR
(Release ID: 2182751)
Visitor Counter : 7
Read this release in:
Malayalam
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Kannada