ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପବିତ୍ର ‘ଜୋର ସାହିବ’ ଦର୍ଶନ ଏବଂ ଗୁରୁ ଚରଣ ଯାତ୍ରାରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
प्रविष्टि तिथि:
22 OCT 2025 6:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ଚରଣ ଯାତ୍ରା ଅବସରରେ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ମାତା ସାହିବ କୌରଙ୍କ କାଳଜୟୀ ଶିକ୍ଷା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସ୍ମରଣ କରିଛନ୍ତି ।
ସେ ନାଗରିକମାନଙ୍କୁ, ବିଶେଷକରି ଯାତ୍ରା ମାର୍ଗର ଲୋକମାନଙ୍କୁ ଏହି ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିବାକୁ ଏବଂ ପବିତ୍ର ‘ଜୋର ସାହିବ’ର ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଗୁରୁ ଚରଣ ଯାତ୍ରା ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ମାତା ସାହିବ କୌରଙ୍କ ମହାନ ଆଦର୍ଶ ସହିତ ଆମର ସମ୍ପର୍କକୁ ଆହୁରି ନିବିଡ କରୁ । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ଏହି ଯାତ୍ରା ଯେଉଁ ଅଞ୍ଚଳ ଦେଇ ଯିବ ସେମାନେ ସେଠାକୁ ଯାଇ ନିଶ୍ଚିତ ଭାବରେ ‘ଜୋର ସାହିବ’ ଦର୍ଶନ କରନ୍ତୁ ।
“ଗୁରୁ ଚରଣ ଯାତ୍ରା ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ମାତା ସାହିବ କୌରଙ୍କ ମହାନ ଆଦର୍ଶ ସହିତ ଆମର ସମ୍ପର୍କ ଅଧିକ ନିବିଡ ହେଉ । ଏହି ଯାତ୍ରା ଯେଉଁ ସ୍ଥାନ ଦେଇ ଯିବ, ସେଠାରେ ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ନିଶ୍ଚୟ ‘ଜୋର ସାହିବ’ ଦର୍ଶନ କରନ୍ତୁ ।”
ਕਾਮਨਾ ਹੈ ਕਿ ਗੁਰੂ ਚਰਨ ਯਾਤਰਾ ਸ੍ਰੀ ਗੁਰੂ ਗੋਬਿੰਦ ਸਿੰਘ ਜੀ ਅਤੇ ਮਾਤਾ ਸਾਹਿਬ ਕੌਰ ਜੀ ਦੇ ਮਹਾਨ ਆਦਰਸ਼ਾਂ ਨਾਲ ਸਾਡਾ ਨਾਤਾ ਹੋਰ ਡੂੰਘਾ ਕਰੇ। ਜਿੱਥੋਂ ਇਹ ਯਾਤਰਾ ਗੁਜ਼ਰੇਗੀ, ਮੈਂ ਉਨ੍ਹਾਂ ਖੇਤਰਾਂ ਦੇ ਲੋਕਾਂ ਨੂੰ ਅਪੀਲ ਕਰਾਂਗਾ ਕਿ ਉਹ ਪਵਿੱਤਰ 'ਜੋੜੇ ਸਾਹਿਬ' ਦੇ ਦਰਸ਼ਨ ਕਰਨ।
SR
(रिलीज़ आईडी: 2181844)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam