ପୋଷ୍ଟ କରାଯିବା ଦିନାଙ୍କ:
20 OCT 2025 9:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପ୍ରତିଙ୍କୁ ସାକ୍ଷାତ କରିଛନ୍ତି ଏବଂ ପବିତ୍ର ଦୀପାବଳି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲି ଏବଂ ପବିତ୍ର ଦୀପାବଳି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଲି ।”
@rashtrapatibhvn
SR