ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ବିଜୟ କୁମାର ମଲହୋତ୍ରାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
30 SEP 2025 8:44AM by PIB Bhubaneshwar
ଶ୍ରୀ ବିଜୟ କୁମାର ମାଲହୋତ୍ରାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ବିଜୟ କୁମାର ମାଲହୋତ୍ରା ଜୀ ନିଜକୁ ପ୍ରତିଷ୍ଠିତ ନେତାଭାବେ ପରିଚିତ କରାଇପାରିଥିଲେ, ଯିଏକି ଜନସାଧାରଣଙ୍କ ସମସ୍ୟାକୁ ଖୁବ ଭଲ ଭାବେ ହୃଦୟଙ୍ଗମ କରିପାରୁଥିଲେ ଏବଂ ତାଙ୍କୁ ସଂସଦୀୟ କାର୍ଯ୍ୟ ପାଇଁ ସର୍ବଦା ସ୍ମରଣ କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଶ୍ରୀ ବିଜୟ କୁମାର ମାଲହୋତ୍ରା ଜୀ ନିଜକୁ ପ୍ରତିଷ୍ଠିତ ନେତାଭାବେ ପରିଚିତ କରାଇପାରିଥିଲେ, ଯିଏକି ଜନସାଧାରଣଙ୍କ ସମସ୍ୟାକୁ ଖୁବ୍ ଭଲ ଭାବେ ହୃଦୟଙ୍ଗମ କରିପାରୁଥିଲେ । ଆମ ଦଳକୁ ଦିଲ୍ଲୀରେ ସୁଦୃଢ଼ କରାଇବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କୁ ସଂସଦୀୟ କାର୍ଯ୍ୟ ପାଇଁ ସର୍ବଦା ସ୍ମରଣ କରାଯାଇଥାଏ । ତାଙ୍କ ପରଲୋକରେ ଦୁଃଖିତ । ତାଙ୍କ ପରିଜନ ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।”
SR
(ରିଲିଜ ଆଡି: 2173429)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam