ପୋଷ୍ଟ କରାଯିବା ଦିନାଙ୍କ:
12 OCT 2024 8:25AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ରାଜମାତା ବିଜୟାରାଜେ ସିନ୍ଧିଆଜୀଙ୍କ ଜୀବନ ସାରା ଭାରତ ସେବା ପ୍ରତି ସମର୍ପଣକୁ ପ୍ରଶଂସା କରିଛନ୍ତି।
X ରେ ଏକ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି :
"ରାଜମାତା ବିଜୟାରାଜେ ସିନ୍ଧିଆ ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସମ୍ମାନଜନକ ପ୍ରଣାମ, ଯିଏ ସାରା ଜୀବନ ଭାରତ ମାତାର ସେବାରେ ସମର୍ପିତ ଥିଲେ।"
*
SSP