ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଏନବିଟି ଅଲ୍ ମହିଳା ବାଇକ୍ ରାଲିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 MAR 2024 8:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ନବଭାରତ ଟାଇମ୍ସ ଅଲ୍ ମହିଳା ବାଇକ୍ ରାଲିକୁ ପ୍ରଶଂସା କରିଛନ୍ତି

 

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

 

"ଆଗ୍ରହ ଏବଂ ଉତ୍ସାହରେ ପରିପୂର୍ଣ୍ଣ ଏହି ରାଲିରେ ଅଂଶଗ୍ରହଣ କରୁଥିବା ମହିଳା ଶକ୍ତିକୁ ଅନେକ ଅଭିନନ୍ଦନ! ଆମର ଭଉଣୀ ଏବଂ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଗୌରବ ଆଣିଛନ୍ତି ଏବଂ ନିଜକୁ ପ୍ରତିଷ୍ଠିତ କରିଛନ୍ତିଏହି ଚମତ୍କାର ପଦକ୍ଷେପ ପାଇଁ @NavbharatTimes କୁ ଅନେକ ଅଭିନନ୍ଦନ!"

*****

SPD

 


(Release ID: 2173400) Visitor Counter : 5