ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରଶିକ୍ଷକ ଶ୍ରୀ ଅଂଶୁମାନ ଗାଏକ୍ୱାଡଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
31 JUL 2024 11:59PM by PIB Bhubaneshwar
ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରଶିକ୍ଷକ ଶ୍ରୀ ଅଂଶୁମାନ ଗାଏକ୍ୱାଡଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେଦର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ଅଂଶୁମାନ ଗାଏକ୍ୱାଡ ଜୀଙ୍କୁ କ୍ରିକେଟ୍ ଜଗତରେ ଅବିସ୍ମରଣୀୟ ଯୋଗଦାନ ପାଇଁ ସ୍ମରଣ ରହିବେ । ସେ ଏକ ପ୍ରତିଭାଶାଳୀ ଖେଳାଳୀ ଏବଂ ଜଣେ ଅସାଧାରଣ ପ୍ରଶିକ୍ଷକ ଥିଲେ । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
"ଶ୍ରୀ ଅଂଶୁମାନ ଗାଏକ୍ୱାଡ ଜୀ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବ । ସେ ଜଣେ ପ୍ରତିଭାବାନ ଖେଳାଳି ଏବଂ ଜଣେ ଅସାଧାରଣ ପ୍ରଶିକ୍ଷକ ଥିଲେ। ତାଙ୍କ ବିୟୋଗରେ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି। ଓମ୍ ଶାନ୍ତି ।"
****
NS/SLP
(Release ID: 2173101)
Visitor Counter : 7
Read this release in:
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam