ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 SEP 2025 9:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

ଉପରାଷ୍ଟ୍ରପତି ଥିରୁ ସି.ପି ରାଧାକୃଷ୍ଣନ ଜୀଙ୍କୁ ଭେଟିଲି ଏବଂ ବିସ୍ତୃତ ବିଷୟରେ ତାଙ୍କ ସହ ଜ୍ଞାନବର୍ଦ୍ଧକ ଆଲୋଚନା କଲି

@VPIndia

@CPR_VP”

SR

 


(रिलीज़ आईडी: 2172714) आगंतुक पटल : 48
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam