ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ରାସମଣିଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2025 10:17PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଣୀ ରାସମଣିଙ୍କୁ ତାଙ୍କ ଜୟନ୍ତ୍ରୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଭାବେ ତାଙ୍କର ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ରାଣୀ ରାସମଣି ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଥିଲେ। ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ନେତୃତ୍ୱ ଭାବେ ତାଙ୍କୁ ସ୍ମରଣ କରାଯାଏ । ସେ ଅନେକ ସ୍ଥାୟୀ ସଂସ୍ଥା ନିର୍ମାଣ କରିଛନ୍ତି । ଆଧ୍ୟାତ୍ମିକତା ଏବଂ ଗରିବଙ୍କ ଉତ୍ଥାନ ଦିଗରେ ତାଙ୍କର ଥିଲା ଅତୁଟ ପ୍ରତିବଦ୍ଧତା । ଜୟନ୍ତୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।”

SR

 


(ରିଲିଜ ଆଡି: 2172713) ପରିଦର୍ଶକ କାଉଣ୍ଟର : 81