ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂତନ ଜିଏସଟି ଦର କୃଷକ ଓ କୃଷି ପାଇଁ କିପରି ଲାଭଜନକ ସେ ସମ୍ପର୍କିତ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2025 6:09PM by PIB Bhubaneswar
ନୂତନ ଜିଏସଟି ଦର କିପରି ଆମର କୃଷକ ଏବଂ କୃଷି କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ଲାଭଜନକ ହୋଇଛି, ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଲେଖିଥିବା ଏକ ପ୍ରବନ୍ଧକୁ ଆଜି ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି;
“ନୂତନ ଜିଏସଟି ଦର ଆମର କୃଷକ ଭାଇ-ଭଉଣୀଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ହୋଇଛି । ଏହାଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ଉତ୍ପାଦର କ୍ରୟରେ ସେମାନଙ୍କ ସଞ୍ଚୟ ବଢ଼ିବା ସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଧ୍ୟ ନୂତନ ଗତି ମିଳିପାରିବ । ପଢ଼ନ୍ତୁ ଏ ସମ୍ପର୍କରେ ଲିଖିତ କୃଷିମନ୍ତ୍ରୀ @ChouhanShivraj ଙ୍କ ଏହି ପ୍ରବନ୍ଧ...”
SR
(ରିଲିଜ ଆଡି: 2171625)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam