ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୀମା ସୁରକ୍ଷା ବାହିନୀକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2024 8:52AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୀମା ସୁରକ୍ଷା ବାହିନୀକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ସେ ବିଏସଏଫକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ଷେତ୍ର ଭାବରେ ଠିଆ ହୋଇଥିବାରୁ ପ୍ରଶଂସା କରିଛନ୍ତି, ଯାହା ସାହସ, ସମର୍ପଣ ଏବଂ ଅସାଧାରଣ ସେବାକୁ ପ୍ରତିପାଦିତ କରିଥାଏ

 

ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

 

ସୀମା ସୁରକ୍ଷା ବଳକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା! ବିଏସଏଫ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ଷେତ୍ର ଭାବରେ ଠିଆ ହୋଇଛି, ଯାହା ସାହସ, ସମର୍ପଣ ଏବଂ ଅସାଧାରଣ ସେବାକୁ ପ୍ରତିପାଦିତ କରିଥାଏ ସେମାନଙ୍କର ସତର୍କତା ଏବଂ ସାହସ ଆମ ଦେଶର ସୁରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

 

*****

MT


(ରିଲିଜ ଆଡି: 2169946) ପରିଦର୍ଶକ କାଉଣ୍ଟର : 35