ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗାଲ୍ୟାଣ୍ଡର ରାଜ୍ୟ ପ୍ରତିଷ୍ଠା ଦିବସରେ ସେଠାକାର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2024 12:28PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗାଲ୍ୟାଣ୍ଡର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ସେ ମନ୍ତବ୍ୟ ଦେଇଛନ୍ତି ଯେ, ନାଗା ସଂସ୍କୃତି ଏହାର କର୍ତ୍ତବ୍ୟ ଏବଂ କରୁଣାର ଭାବନା ପାଇଁ ଜଣାଶୁଣା

 

ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

 

"ନାଗାଲ୍ୟାଣ୍ଡର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ନାଗାଲ୍ୟାଣ୍ଡ ଏହାର ସମୃଦ୍ଧ ସଂସ୍କୃତି ଏବଂ ରାଜ୍ୟ ଲୋକଙ୍କ ଉଚ୍ଚେକାଟୀର ପ୍ରକୃତି ପାଇଁ ବ୍ୟାପକ ଭାବରେ ପ୍ରଶଂସିତ ନାଗା ସଂସ୍କୃତି ଏହାର କର୍ତ୍ତବ୍ୟ ଏବଂ କରୁଣାର ଭାବନା ପାଇଁ ଜଣାଶୁଣା ଆଗାମୀ ସମୟରେ ନାଗାଲ୍ୟାଣ୍ଡର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରୁଛି"

 

*****

MT


(ରିଲିଜ ଆଡି: 2169943) ପରିଦର୍ଶକ କାଉଣ୍ଟର : 26