ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

प्रविष्टि तिथि: 22 SEP 2025 9:29AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ନବରାତ୍ରୀରେ ଆଜି ମା’ ଶୈଳପୁତ୍ରୀଙ୍କ ବିଶେଷ ପୂଜାର୍ଚ୍ଚନାର ଦିନ ମାତାଙ୍କ ସ୍ନେହ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନ ସୌଭାଗ୍ୟ ଏବଂ ଆରୋଗ୍ୟରେ ପରିପୂର୍ଣ୍ଣ ହେଉ ଏହା ମୋର କାମନା ।”

SR


(रिलीज़ आईडी: 2169870) आगंतुक पटल : 10
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam