ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ସହ ଶିଖ ସଂଗତଙ୍କ ବୈଠକରେ ମୂଳ ମନ୍ତ୍ରର ଏକ ସୁନ୍ଦର ପରିବେଷଣ ଉପସ୍ଥାପନ କଲେ ପ୍ରସିଦ୍ଧ ଗାୟିକା ହର୍ଷଦୀପ କୌର
ପୋଷ୍ଟ କରାଯିବା ଦିନାଙ୍କ:
19 SEP 2025 4:46PM by PIB Bhubaneswar
ପ୍ରଖ୍ୟାତ ଗାୟିକା ହର୍ଷଦୀପ କୌର ଆଜି ଶିଖ୍ ସଂଗତ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଶିଖ ସଙ୍ଗତ ସହିତ ବୈଠକରେ, ପ୍ରଖ୍ୟାତ ଗାୟିକା ହର୍ଷଦୀପ କୌର ମୂଳ ମନ୍ତ୍ରର ଏକ ସୁନ୍ଦର ପରିବେଷଣ କରିଥିଲେ ।”
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶିଖ ସଂଗତ ସହିତ ବୈଠକରେ, ପ୍ରଖ୍ୟାତ ଗାୟିକ ହର୍ଷଦୀପ କୌର ମୂଳ ମନ୍ତ୍ରର ଏକ ସୁନ୍ଦର ପରିବେଷଣ ଗାଇଥିଲେ ।”
ਸਿੱਖ ਸੰਗਤ ਨਾਲ ਇੱਕ ਮੀਟਿੰਗ ਵਿੱਚ, ਪ੍ਰਸਿੱਧ ਗਾਇਕਾ ਹਰਸ਼ਦੀਪ ਕੌਰ ਨੇ ਮੂਲ ਮੰਤਰ ਦੀ ਸੁੰਦਰ ਪੇਸ਼ਕਾਰੀ ਦਿੱਤੀ...
@HarshdeepKaur
SR
(ରିଲିଜ ଆଡି: 2168825)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam