ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୮୯୩ ଚିକାଗୋ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ସମ୍ବୋଧନକୁ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 SEP 2025 8:49AM by PIB Bhubaneshwar
୧୮୯୩ ମସିହାରେ ଚିକାଗୋଠାରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ସମ୍ବୋଧନର ୧୩୨ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, ଯାହା ସଦଭାବ ଏବଂ ସାର୍ବଭୌମିକ ଭାଇଚାରା ଉପରେ ଗୁରୁତ୍ବ ଦେଇଥିଲା । ସେ କହିଛନ୍ତି, ଏହା ବାସ୍ତବରେ ଆମ ଇତିହାସରେ ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;
“୧୮୯୩ ମସିହାର ଆଜିର ଦିନରେ ଚିକାଗୋଠାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା, ଭାଷଣକୁ ଏକ ଐତିହାସିକ କ୍ଷଣ ଭାବେ ବିବେଚନା କରାଯାଏ । ସଦଭାବ ଏବଂ ସାର୍ବଭୋମିକ ଭାଇଚାରା ଉପରେ ଜୋର ଦେଇ ସେ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଆଦର୍ଶ ବିଷୟରେ ଉତ୍ସାହର ସହ ବର୍ଣ୍ଣନା କରିଥିଲେ । ଏହା ବାସ୍ତବରେ ଆମ ଇତିହାସରେ ସବୁଠାରୁ ପ୍ରସିଦ୍ଧ ତଥା ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।”
https://belurmath.org/swami-vivekananda-speeches-at-the-parliament-of-religions-chicago-1893/“
SR
(ରିଲିଜ ଆଡି: 2165534)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
Malayalam
,
Assamese
,
Manipuri
,
Bengali-TR
,
Bengali
,
English
,
Urdu
,
हिन्दी
,
Marathi
,
Punjabi
,
Gujarati
,
Tamil