ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ଭାରତର ସ୍ଥିର ଅଭିବୃଦ୍ଧି ଉପରେ ପର୍ଯ୍ୟବେସିତ ଏକ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2025 5:58PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ଭାରତର ସ୍ଥିର ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି

କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

ସଶକ୍ତ ଭାରତର ଅର୍ଥନୈତିକ ଯାତ୍ରା ଏବଂ ଅଭିବୃଦ୍ଧି କାହାଣୀକୁ ପରିଭାଷିତ କରୁଛି ଡିଜିଟାଲ ପରିବର୍ତ୍ତନରୁ ଶକ୍ତି ସୁରକ୍ଷା ଏବଂ ସବୁଜ ପରିବର୍ତ୍ତନ ପର୍ଯ୍ୟନ୍ତ, ଭାରତ ନିରନ୍ତର ଚ୍ୟାଲେଞ୍ଜଗୁଡିକୁ ସୁଯୋଗରେ ପରିଣତ କରିଛି କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହଙ୍କ ଦ୍ୱାରା ଲିଖିତ ଏହି ଲେଖା ନିଶ୍ଚିତ ପଢ଼ନ୍ତୁ

 

SR


(ରିଲିଜ ଆଡି: 2162990) ପରିଦର୍ଶକ କାଉଣ୍ଟର : 21