ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକ ଅଳଙ୍କରଣ ସମାରୋହ-୨ ରେ ଭାଗ ନେଲେ

प्रविष्टि तिथि: 27 MAY 2025 10:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗରିକ ଅଳଙ୍କରଣ ସମାରୋହ -୨ ରେ ଭାଗ ନେଇଛନ୍ତି । ଏହି ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି, “ପଦ୍ମ ପୁରସ୍କାର ବିଜେତା ମାନେ ଆମ ସମାଜ ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ଜୀବନଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ” ।

ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“ନାଗରିକ ଅଳଙ୍କରଣ ସମାରୋହ-୨ରେ ଭାଗ ନେଲି, ଯେଉଁଠି ପଦ୍ମ ପୁରସ୍କାର ପ୍ରଦାନ କରାଗଲା । ପଦ୍ମ ପୁରସ୍କାର ବିଜେତା ଆମ ସମାଜ ପାଇଁ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି । ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ଜୀବନଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ ।”

SR


(रिलीज़ आईडी: 2159384) आगंतुक पटल : 22
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Kannada , Malayalam