ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି-୭ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 JUN 2025 2:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ ୨୦୨୫ରେ କାନାଡାର କାନାନାସ୍କିସଠାରେ ୫୧ତମ ଜି-୭ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କୀର ଷ୍ଟାର୍ମରଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ଏବଂ ଯୁକ୍ତରାଜ୍ୟର ସମ୍ପର୍କ ଅଧିକ ମଜବୁତ ହେଉଛି, ଯାହା ବ୍ୟବସାୟ ଏବଂ ବାଣିଜ୍ୟ ଭଳି ଆମେ ସାମିଲ କରିଥିବା କ୍ଷେତ୍ରରେ ପ୍ରତିଫଳିତ ହେଉଛି।

ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି:

‘‘ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ସହ ଫଳପ୍ରଦ ଆଲୋଚନା ହେଲା! ଭାରତ ଏବଂ ଯୁକ୍ତରାଜ୍ୟର ସମ୍ପର୍କ ଅଧିକ ମଜବୁତ ହେଉଛି, ଯାହା ବ୍ୟବସାୟ ଏବଂ ବାଣିଜ୍ୟ ଭଳି ଆମେ ସାମିଲ କରିଥିବା କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଏହି ସୁନ୍ଦର ବନ୍ଧୁତାକୁ ଆହୁରି ଆଗେଇ ନେବା ଲାଗି ଆମେ ଏକାଠି କାର୍ଯ୍ୟ କରିବା ଜାରି ରଖିବୁ।  @Keir_Starmer”

***

PS


(ରିଲିଜ ଆଡି: 2158866) ପରିଦର୍ଶକ କାଉଣ୍ଟର : 27