ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ପ୍ରତିଷ୍ଠା ଦିବସରେ ମେଘାଳୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 JAN 2025 8:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି :
"ମେଘାଳୟର ରାଜ୍ୟ ପ୍ରତିଷ୍ଠା ଦିବସରେ, ମୁଁ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମେଘାଳୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଲୋକମାନଙ୍କ ପରିଶ୍ରମୀ ସ୍ୱଭାବ ପାଇଁ ପ୍ରଶଂସିତ। ଆଗାମୀ ସମୟରେ ରାଜ୍ୟର ନିରନ୍ତର ବିକାଶ ପାଇଁ ପ୍ରାର୍ଥନା କରୁଛି "।
HS
(ରିଲିଜ ଆଡି: 2158799)
ପରିଦର୍ଶକ କାଉଣ୍ଟର : 35
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam