ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2025 3:48PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଶ୍ରୀ ଅରବିନ୍ଦ ଆମକୁ ଦେଖାଇଥିଲେ କିପରି ଦର୍ଶନ, ଆଧ୍ୟାତ୍ମିକତା ଏବଂ ରାଷ୍ଟ୍ର ନିର୍ମାଣ ଏକ ଉଚ୍ଚତର ଉଦ୍ଦେଶ୍ୟ ପାଇଁ ଏକତ୍ର ହୋଇଥାଏ । ତାଙ୍କର ଚିନ୍ତାଧାରା ଆମକୁ ଏପରି ଏକ ଭାରତ ନିର୍ମାଣ ପାଇଁ ପ୍ରେରିତ କରିଥାଏ, ଯିଏ ନିଜର ସମ୍ପୂର୍ଣ୍ଣ କ୍ଷମତାର ସଦୁପଯୋଗ କରେ । ତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।”

 

SR


(ରିଲିଜ ଆଡି: 2157154) ପରିଦର୍ଶକ କାଉଣ୍ଟର : 50