ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶ୍ମୀର ଘାଟିରେ ପ୍ରଥମ ମାଲଗାଡ଼ି ଆଗମନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବାଣିଜ୍ୟ ଓ ସମ୍ପର୍କ ପାଇଁ ମହାନ୍ ଦିନ
Posted On:
09 AUG 2025 6:04PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ଘାଟିକୁ ପ୍ରଥମ ମାଲଗାଡ଼ିର ଆଗମନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ କହିଛନ୍ତି, ଏହି ଅଞ୍ଚଳକୁ ରାଷ୍ଟ୍ରୀୟ ମାଲ୍ ପରିବହନ ନେଟୱର୍କ ସହ ଯୋଡ଼ିବା ଦିଗରେ ଏହା ଏକ ମାଇଲଖୁଣ୍ଟ ।
କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରାଦ୍ୟୋଗିକୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିକଶ ଦ୍ୱାରା ଜମ୍ମୁ-କାଶ୍ମୀରର ପ୍ରଗତି ଏବଂ ସମୃଦ୍ଧି ଉଭୟ ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି;
“ଜମ୍ମୁ-କାଶ୍ମୀରର ବାଣିଜ୍ୟ ଓ ସଂଯୋଗୀକରଣ ପାଇଁ ମହାନ ଦିନ! ଏହାଦ୍ୱାରା ପ୍ରଗତି ଓ ସମୃଦ୍ଧି ଉଭୟ ବୃଦ୍ଧି ପାଇବ ।”
SR
(Release ID: 2154946)
Read this release in:
Assamese
,
Telugu
,
English
,
Urdu
,
Marathi
,
Hindi
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam