କ୍ରମିକ ନଂ
|
ବୁଝାମଣାପତ୍ର ଆଦାନପ୍ରଦାନ/ବୁଝାମଣା
|
ମାଳଦ୍ୱୀପ ପକ୍ଷରୁ ପ୍ରତିନିଧି
|
ଭାରତ ପକ୍ଷରୁ ପତିନିଧି
|
୧.
|
ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା ପାଇଁ ବୁଝାମଣା ।
|
ଶ୍ରୀ ମୁଷା ଜମିର, ଅର୍ଥ ଏବଂ ଯୋଜନା ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୨.
|
ଭାରତ ସରକାରଙ୍କ ଦ୍ୱାରା ବିତ୍ତପୋଷିତ ଋଣ ସହାୟତା ଉପରେ ମାଳଦ୍ୱୀପର ବାର୍ଷିକ ଋଣ ପରିଶୋଧ ଦାୟିତ୍ୱକୁ ହ୍ରାସ କରିବା ପାଇଁ ସଂଶୋଧିତ ବୁଝାମଣା
|
ଶ୍ରୀ ମୁଷା ଜମିର, ଅର୍ଥ ଏବଂ ଯୋଜନା ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୩.
|
ଭାରତ-ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ) ବିଚାରାର୍ଥ ବିଷୟ
|
ଶ୍ରୀ ମହମ୍ମଦ ସଇଦ, ଆର୍ଥିକ ବିକାଶ ଏବଂ ବାଣିଜ୍ୟ ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୪.
|
ମତ୍ସ୍ୟ ପାଳନ ଏବଂ ଜଳୀୟ କୃଷି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
|
ଶ୍ରୀ ଅହମ୍ମଦ ସିୟାମ, ମତ୍ସ୍ୟପାଳନ ଏବଂ ସମୁଦ୍ରୀ ସଂସାଧନ ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୫.
|
ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଟ୍ରପିକାଲ ମେଟେରେଲୋଜି (ଆଇଆଇଟିଏମ୍), ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଏବଂ ମାଳଦ୍ୱୀପ ପାଣିପାଗ ସେବା (ଏମଏମଏସ), ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର
|
ଶ୍ରୀ ଥୋରିକ ଇବ୍ରାହିମ, ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୬.
|
ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରାଳୟ ତଥା ମାଳଦ୍ୱୀପର ଗୃହ ସୁରକ୍ଷା ଏବଂ ପ୍ରାଦ୍ୟୋଗିକୀ ମନ୍ତ୍ରାଳୟ ମଧ୍ୟରେ ଡିଜିଟାଲ ପରିବର୍ତ୍ତନ ପାଇଁ ଜନସଂଖ୍ୟା ସ୍ତରରେ କାର୍ଯ୍ୟାନ୍ୱିତ ସଫଳ ଡିଜିଟାଲ ସମାଧାନକୁ ଆଦାନପ୍ରଦାନ କରିବା ଦିଗରେ ସହଯୋଗ ପାଇଁ ବୁଝାମଣାପତ୍ର
|
ଶ୍ରୀ ଅଲ୍ଲୀ ଏହସାନ, ଗୃହ ଏବ ପ୍ରାଦ୍ୟୋଗିକୀ ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୭.
|
ମାଳଦ୍ୱୀପ ଦ୍ୱାରା ଭାରତୀୟ ଫାର୍ମାକୋପିଆ (ଆଇପି)କୁ ସ୍ୱୀକୃତି ଦେବା ପାଇଁ ବୁଝମଣାପତ୍ର
|
ଶ୍ରୀ ଅବଦୁଲ ନାଜିମ ଇବ୍ରାହିମ, ସ୍ୱାସ୍ଥ୍ୟମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|
୮.
|
ମାଳଦ୍ୱୀପରେ ୟୁପିଆଇ ଉପଯୋଗ ନେଇ ଭାରତର ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ ଲିମିଟେଡ (ଏନଆଇପିଏଲ) ଏବଂ ମାଳଦ୍ୱୀପ ମୌଦ୍ରିକ ପ୍ରାଧିକରଣ (ଏମଏମଏ) ମଧ୍ୟରେ ନେଟୱର୍କରୁ ନେଟୱର୍କ ବୁଝାମଣାପତ୍ର
|
ଡା. ଅବଦୁଲ୍ଲା ଖଲିଲ୍ଲ, ବିଦେଶ ମନ୍ତ୍ରୀ
|
ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ
|