ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JUL 2025 11:04AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୧୦ ବର୍ଷର ସଫଳ ପୂର୍ତ୍ତୀ ଏବଂ ଭାରତର ଅଭିବୃଦ୍ଧି ପଥରେ ଏହାର ସକରାତ୍ମକ ପ୍ରଭାବ ଉପରେ ନିଜ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ଆମେ ଡିଜିଟାଲ୍ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତୀ ପାଳନ କରୁଥିବା ସମୟରେ, ଏହି ପଦକ୍ଷେପ କିପରି ଭାରତର ଅଭିବୃଦ୍ଧିକୁ ସକରାତ୍ମକ ଭାବରେ ପ୍ରଭାବିତ କରିଛି, ସେ ବିଷୟରେ ଲିଙ୍କ୍ଡ୍ଇନ୍ରେ ନିଜର ମତାମତ ଶେୟାର କରିଛି ।”
SR
(ରିଲିଜ ଆଡି: 2141117)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam