ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଲ୍ୟାଣକାରୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2025 2:20PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲ୍ୟାଣକାରୀ ବିକାଶ ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ଏହା ସୁନିଶ୍ଚିତ କରୁଛି ଯେ, ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକ ସର୍ବାଧିକ ସଂଖ୍ୟାରେ ନାଗରିକଙ୍କ ନିକଟରେ ପହଞ୍ଚିବ। ଏହି ପଦକ୍ଷେପଗୁଡିକର ପ୍ରଭାବଶୀଳତା ଏବଂ ପ୍ରସାରରେ ହୋଇଥିବା ପ୍ରଶଂସନୀୟ ଅଭିବୃଦ୍ଧିକୁ ସେ ପ୍ରଶଂସା କରିଛନ୍ତି

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟାଙ୍କର ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;

ଏହା ଏକ ପ୍ରଶଂସନୀୟ ବୃଦ୍ଧି, ଯାହା କଲ୍ୟାଣକାରୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ଦର୍ଶାଇବା ସହ ଆମର ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକୁ ସର୍ବାଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବା ସୁନିଶ୍ଚିତ କରୁଛି

 

SR


(ରିଲିଜ ଆଡି: 2136053) ପରିଦର୍ଶକ କାଉଣ୍ଟର : 9