ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବିଗତ ୧୧ ବର୍ଷରେ ଭାରତରେ ଡିଜିଟାଲ ସମ୍ପର୍କ ବ୍ୟବସ୍ଥାରେ ହୋଇଥିବା କ୍ରାନ୍ତି ପ୍ରସଙ୍ଗରେ ପ୍ରକାଶିତ ଏକ ଲେଖ ସେୟାର କଲେ
Posted On:
10 JUN 2025 2:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଗତ ୧୧ ବର୍ଷରେ ଭାରତରେ ଡିଜିଟାଲ ସମ୍ପର୍କ ବ୍ୟବସ୍ଥାରେ ଆସିଥିବା କ୍ରାନ୍ତିକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଉପରେ କେନ୍ଦ୍ରିତ ଏକ ଲେଖ ସେୟାର କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆମ ସରକାର ଦେଶରେ ଡିଜିଟାଲ ସଂଯୋଗ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ପାଇଁ ନିରନ୍ତର ପ୍ରୟାସରତ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ @JM_Scindia ତାଙ୍କର ଏହି ଲେଖରେ ବିସ୍ତାର ଭାବେ କହିଛନ୍ତି କି ୧୧ ବର୍ଷ ମଧ୍ୟରେ ଏଥିରେ ମିଳିଥିବା ସଫଳତା କିପରି ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ପ୍ରେରିତ କରୁଛି ।”
SR
(Release ID: 2135439)
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam