ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚେନାବ ରେଳ ସେତୁ ଉପରେ ଗର୍ବରେ ଉଡୁଛି ତ୍ରିରଙ୍ଗା : ପ୍ରଧାନମନ୍ତ୍ରୀ

Posted On: 06 JUN 2025 2:59PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନାବ ରେଳ ସେତୁ ଉପରେ ତ୍ରିରଙ୍ଗା ଉତ୍ତୋଳନ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଗର୍ବର ମୁହୂର୍ତ୍ତ ବୋଲି କହିବା ସହ ସବୁଠାରୁ ଆହ୍ୱାନପୂର୍ଣ୍ଣ ଭୂଖଣ୍ଡରେ ଅତ୍ୟାଧୁନିକ ଭିତ୍ତଭୂମି ନିର୍ମାଣରେ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚେନାବ ରେଳ ସେତୁ ଉପରେ ଗର୍ବରେ ଉଡେ ତ୍ରିରଙ୍ଗା !

ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଏହି ସେତୁ ନିର୍ବିଘ୍ନରେ କାର୍ଯ୍ୟାନ୍ୱୟନ ସହିତ ମହତ୍ୱାକାଂକ୍ଷାର ମିଶ୍ରଣ ଅଟେ । ଭାରତର ସବୁଠାରୁ ଆହ୍ୱାନପୂର୍ଣ୍ଣ ଭୂଖଣ୍ଡରେ ଅତ୍ୟାଧୁନିକ ଭିତ୍ତଭୂମି ନିର୍ମାଣରେ ଦେଶର ବର୍ଦ୍ଧିତ କ୍ଷମତାକୁ ପ୍ରଦର୍ଶିତ କରୁଛି ।”

 

SR


(Release ID: 2135048) Visitor Counter : 4