ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନରୱେ ଚେସ୍ ୨୦୨୫ରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 02 JUN 2025 8:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବିଶ୍ୱର ନମ୍ବର ୧ ଖେଳାଳୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ଅଭିନନ୍ଦନ । ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି ।”

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;

“ଗୁକେଶଙ୍କ ଦ୍ୱାରା ଏକ ଅସାଧାରଣ ଉପଲବ୍ଧି! ସର୍ବେଶ୍ରେଷ୍ଠ ଖେଳାଳୀଙ୍କ ବିପକ୍ଷରେ ବିଜୟ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ । ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି । ତାଙ୍କର ଆଗାମୀ ଯାତ୍ରା ପାଇଁ ନିରନ୍ତର ସଫଳତା କାମନା କରୁଛି ।”

@DGukesh

 

SR


(Release ID: 2133440)