ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଇଡେନ୍‌ଙ୍କର ଶୀଘ୍ର ତଥା ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 MAY 2025 2:30PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଜୋ ବାଇଡେନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କର ଶୀଘ୍ର ତଥା ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି, “. ଜିଲ୍ ବାଇଡେନ୍ ଏବଂ ପରିବାର ସହିତ ଆମର ସମବେଦନା ରହିଛି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଜୋ ବାଇଡେନ୍ଙ୍କ ସ୍ୱାସ୍ଥ୍ୟ ବିଷୟରେ ଶୁଣି ଗଭୀର ଚିନ୍ତିତ ଆମେ ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ କାମନା କରୁଛୁ ଜିଲ୍ ବାଇଡେନ୍ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ପ୍ରତି ଆମର ସମବେଦନା ରହିଛି

 

SR


(ରିଲିଜ ଆଡି: 2129677) ପରିଦର୍ଶକ କାଉଣ୍ଟର : 14