ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାସବ ଜୟନ୍ତୀରେ ଜଗଦଗୁରୁ ବାସବେଶ୍ୱରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Posted On:
30 APR 2025 8:55AM by PIB Bhubaneshwar
ବାସବ ଜୟନ୍ତୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଗଦଗୁରୁ ବାସବେଶ୍ୱରଙ୍କ ପାରଙ୍ଗତ ଜ୍ଞାନ ଏବଂ ଦିବ୍ୟ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦ୍ୱାଦଶ ଶତାବ୍ଦୀର ଏହି ଦର୍ଶନଶାସ୍ତ୍ରୀ ଏବଂ ସମାଜ ସଂସ୍କାରକଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟ କରି ଲେଖିଛନ୍ତି:
“ବାସବ ଜୟନ୍ତୀର ପବିତ୍ର ଅବସରରେ ଆମେ ଜଗଦଗୁରୁ ବାସବେଶ୍ୱରଙ୍କ ପାରଙ୍ଗତ ଜ୍ଞାନକୁ ସ୍ମରଣ କରୁଛୁ । ସମାଜ ପ୍ରତି ତାଙ୍କ ଦୃଷ୍ଟିକୋଣ ଏବଂ ବଂଚିତ ବର୍ଗଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ ଆମକୁ ଦିଗଦର୍ଶନ ଦେଇ ଆସିଛି ।”
SR
(Release ID: 2125436)
Visitor Counter : 6
Read this release in:
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali-TR
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam