ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ: ପ୍ରଧାନମନ୍ତ୍ରୀ

Posted On: 26 APR 2025 1:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସମଗ୍ର ଭାରତର ଦେଶବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ଜୀ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । “ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ” ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ସମଗ୍ର ଭାରତର ଦେଶବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ଜୀ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ ।”

SR


(Release ID: 2124780) Visitor Counter : 20