ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କ୍ୟାପ୍ଟେନ ବିଜୟକାନ୍ତଙ୍କ ସମାଜ ପ୍ରତି ସେବା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 APR 2025 11:04PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାପ୍ଟେନ ବିଜୟକାନ୍ତଙ୍କ ସହ ତାଙ୍କର ବନ୍ଧୁତା ଉପରେ ଆଲୋକପାତ କରିବା ସହ ସମାଜ ପ୍ରତି ତାଙ୍କର ଯୋଗଦାନକୁ ସ୍ମରଣ କରିଛନ୍ତି

ଶ୍ରୀମତି ପ୍ରେମଲତା ବିଜୟକାନ୍ତଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:

ମୋର ପ୍ରିୟ ବନ୍ଧୁ କ୍ୟାପ୍ଟେନ ବିଜୟକାନ୍ତ ଅସାଧାରଣ ଥିଲେ!

ସେ ଏବଂ ମୁଁ ବର୍ଷ ବର୍ଷ ଧରି ଘନିଷ୍ଠ ଭାବରେ ଆଲୋଚନା କରିଥିଲୁ ଏବଂ ଏକାଠି କାମ ମଧ୍ୟ କରିଥିଲୁ

ସମାଜ ପାଇଁ ସେ କରିଥିବା ଭଲ କାର୍ଯ୍ୟ ଯୋଗୁଁ ବିଭିନ୍ନ ପିଢ଼ିର ଲୋକମାନେ ତାଙ୍କୁ ମନେ ପକାଇଥାନ୍ତି

 

SR


(ରିଲିଜ ଆଡି: 2121988) ପରିଦର୍ଶକ କାଉଣ୍ଟର : 32