ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାଲି ଭାଷାରେ ତିପିଟକ ଗ୍ରନ୍ଥ ପ୍ରଦାନ କରିଥିବାରୁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 APR 2025 5:43PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାଲି ଭାଷାରେ ଏକ ତିପିଟକ ଗ୍ରନ୍ଥ ପ୍ରଦାନ କରିଥିବାରୁ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀମତୀ ପୋତ୍ତୋଙ୍ଗତାର୍ନ ସିନାୱାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏହାକୁ ଏକ ସୁନ୍ଦର ଭାଷା ଭାବରେ ପ୍ରଶଂସା କରିଥିଲେ, ଯେଉଁଥିରେ ଭଗବାନ ବୁଦ୍ଧଙ୍କ ଶିକ୍ଷାର ସମସ୍ତ ସାରାଂଶ ରହିଛି

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଭାବ!

ମୋତେ ପାଲି ଭାଷାରେ ଏକ ତିପିଟକ ଗ୍ରନ୍ଥ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ପୋତ୍ତୋଙ୍ଗତାର୍ନ ସିନାୱାତାଙ୍କ ପ୍ରତି କୃତଜ୍ଞ ପାଲି ପ୍ରକୃତରେ ଏକ ଉତ୍କୃଷ୍ଟ ଭାଷା, ଯେଉଁଥିରେ ଭଗବାନ ବୁଦ୍ଧଙ୍କ ଶିକ୍ଷାର ସମସ୍ତ ସାରାଂଶ ରହିଥାଏ ଆପଣ ସମସ୍ତେ ଜାଣନ୍ତି ଯେ, ଗତ ବର୍ଷ ଆମ ସରକାର ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲା ସମଗ୍ର ବିଶ୍ୱର ଲୋକମାନେ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଏହା ପାଲି ଭାଷା ଉପରେ ଗବେଷଣା ସହିତ ଅଧ୍ୟୟନକୁ ମଧ୍ୟ ଉତ୍ସାହିତ କରିଛି

@ingshin

 

SR


(रिलीज़ आईडी: 2118540) आगंतुक पटल : 37
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam