ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
16 MAR 2025 2:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ କବି ଏବଂ ବିଦ୍ୱାନଶ୍ରୀ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।ଶ୍ରୀ ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜରସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ ବୋଲିସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି :
“ଶ୍ରୀ ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜରସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ । ତାଙ୍କବିୟୋଗରେ ମୁଁ ମର୍ମାହତ । ଏହି ଦୁଃଖଦ ମୁହୁର୍ତ୍ତରେ ତାଙ୍କପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା ।ଓମ୍ ଶାନ୍ତି : ପ୍ରଧାନମନ୍ତ୍ରୀ @narendramodi”
SR/Swadhin
(ରିଲିଜ ଆଡି: 2111679)
ପରିଦର୍ଶକ କାଉଣ୍ଟର : 57
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada