ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ବନ୍ୟଜନ୍ତୁ ଦିବସରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ

Posted On: 03 MAR 2025 8:37AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ଅବସରରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :

“ଆଜି, ବିଶ୍ୱ ବନ୍ୟଜନ୍ତୁ ଦିବସରେ, ଆସନ୍ତୁ ଆମେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା । ପ୍ରତ୍ୟେକ ପ୍ରଜାତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି - ଆସନ୍ତୁ ଭବିଷ୍ୟତ ପୀଢ଼ି ପାଇଁ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ।

ବନ୍ୟଜନ୍ତୁ ସଂରକ୍ଷଣ ତଥା ସୁରକ୍ଷା ଦିଗରେ ଭାରତର ଅବଦାନ ପାଇଁ ମଧ୍ୟ ଆମେ ଗର୍ବିତ ।”

 

SR


(Release ID: 2107657) Visitor Counter : 45