ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 FEB 2025 7:16PM by PIB Bhubaneswar

 

 

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୋଲ୍ ଲିଡର୍‌ଶିପ୍ କନ୍‌କ୍ଲେଭ୍‌ରେ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍‌ଗେଙ୍କୁ ପୁଣି ଥରେ ସାକ୍ଷାତ କରିଥିବାରୁ ମୁଁ ଖୁବ୍ ଖୁସି। ଲିଡରସିପ୍ କନ୍‌କ୍ଲେଭ୍ ଲିଡ୍‌ୱିଥ୍‌ସୋଲ୍ ରେ ତାଙ୍କ ସମ୍ବୋଧନ ପ୍ରଶଂସନୀୟ । ଭାରତ ଏବଂ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ ।”

 

SR


(ରିଲିଜ ଆଡି: 2105607) ପରିଦର୍ଶକ କାଉଣ୍ଟର : 53