ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ରାଜ୍ୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 20 FEB 2025 4:33PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରଜନସାଧାରଣଙ୍କୁ ରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି  ଶ୍ରୀ ମୋଦୀମଧ୍ୟ କହିଛନ୍ତିଅରୁଣାଚଳ ପ୍ରଦେଶ ତାହାର ସମୃଦ୍ଧ ପରମ୍ପରା ଏବଂପ୍ରକୃତି ସହ ଗଭୀର ସମ୍ପର୍କ ପାଇଁ ପରିଚିତ  ଶ୍ରୀ ମୋଦୀ ଏହା ମଧ୍ୟକାମନା କରିଛନ୍ତିଅରୁଣାଚଳ ପ୍ରଦେଶ ନିରନ୍ତର ସମୃଦ୍ଧ ହେଉ ଏବଂଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି  ସଦଭାବର ଯାତ୍ରାନିରନ୍ତର ଆଗକୁ ବଢ଼ି ଚାଲୁ 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ସେମାନଙ୍କୁ ରାଜ୍ୟ ଦିବସରେଅଭିନନ୍ଦନଏହି ରାଜ୍ୟ ନିଜର ସମୃଦ୍ଧ ପରମ୍ପରା ଏବଂ ପ୍ରକୃତି ସହଗଭୀର ସମ୍ପର୍କ ପାଇଁ ପରିଚିତ  ଅରୁଣାଚଳ ପ୍ରଦେଶର ପରିଶ୍ରମୀ ଗତିଶୀଳ ଜନସାଧାରଣ ଭାରତର ବିକାଶରେ ଅନେକ ଯୋଗଦାନଦେଉଛନ୍ତି  ଏହାର ଜୀବନ୍ତ ଆଦିବାସୀ ଏବଂ ଲୋଭନୀୟ ଜୈବବିବିଧତା ଏହାକୁ ବାସ୍ତବରେ ସ୍ୱତନ୍ତ୍ର କରିଛି  ଅରୁଣାଚଳ ପ୍ରଦେଶରଉନ୍ନତି ଜାରି ରହୁ ଏବଂ ଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ସଦଭାବର ଯାତ୍ରା ଆଗେଇ ଚାଲୁ 

SR

 


(ରିଲିଜ ଆଡି: 2105069) ପରିଦର୍ଶକ କାଉଣ୍ଟର : 67