ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତରେ କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ପୋଷ୍ଟ କରାଯିବା ଦିନାଙ୍କ:
17 FEB 2025 8:53PM by PIB Bhubaneshwar
ଭାରତ ଗସ୍ତରେ ଆସିଥିବା କତାରର ଅମୀର ମହାମାନ୍ୟ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:
“ମୋର ଭାଇ, କତାରର ଅମୀର ମହାମାନ୍ୟ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ଯାଇଥିଲି । ତାଙ୍କର ଫଳପ୍ରଦ ଭାରତ ଗସ୍ତ କାମନା କରୁଛି ଏବଂ ଆସନ୍ତାକାଲି ତାଙ୍କ ସହ ସାକ୍ଷାତକୁ ଅପେକ୍ଷା କରିଛି । @TamimBinHamad”
SR
(ରିଲିଜ ଆଡି: 2104287)
ପରିଦର୍ଶକ କାଉଣ୍ଟର : 55
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam